ଓଡିଶା

odisha

ETV Bharat / state

ମାଟ୍ରିକ ରେଜଲ୍ଟ: ଖୋର୍ଦ୍ଧା ଜିଲ୍ଲାରେ ପାସହାର 87.28 ପ୍ରତିଶତ - Khordha news

ଜୁଲାଇ 29 ବୁଧବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଏଥିରେ 26721 ଜଣଙ୍କ ରେଜଲ୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ମାଟ୍ରିକ ରେଜଲ୍ଟ: ଖୋର୍ଦ୍ଧା ଜିଲ୍ଲାରେ ପାସହାର 87.28 ପ୍ରତିଶତ
ମାଟ୍ରିକ ରେଜଲ୍ଟ: ଖୋର୍ଦ୍ଧା ଜିଲ୍ଲାରେ ପାସହାର 87.28 ପ୍ରତିଶତ

By

Published : Jul 29, 2020, 3:20 PM IST

ଖୋର୍ଦ୍ଧା: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ଖୋର୍ଦ୍ଧା ଜିଲ୍ଲାର ପାସ ହାର ରହିଛି 87.28 ପ୍ରତିଶତ । ଚଳିତବର୍ଷ ମୋଟ 26727 ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ 6 ଜଣ କପି କରି ଧରା ପଡ଼ିଥିଲେ ।

ମାଟ୍ରିକ ରେଜଲ୍ଟ: ଖୋର୍ଦ୍ଧା ଜିଲ୍ଲାରେ ପାସହାର 87.28 ପ୍ରତିଶତ

ସେହିପରି ଆଜି(ବୁଧବାର) 26721 ଜଣଙ୍କ ରେଜଲ୍ଟ ପ୍ରକାଶ ପାଇଛି । A1ରେ 182 ଜଣ କୃତିତ୍ୱ ଅର୍ଜନ କରିଥିବାବେଳେ A 2ରେ 952 ଜଣ ରହିଛନ୍ତି । ସେହିପରି ଜିଲ୍ଲାରେ 338ଟି ବିଦ୍ୟାଳୟର ଛାତ୍ରଛାତ୍ରୀ 125ଟି ସେଣ୍ଟରରେ ପରୀକ୍ଷା ଦେଇଥିଲେ।

ତେବେ ଚଳିତ ବର୍ଷ ପରୀକ୍ଷା ଫଳ ସନ୍ତୋଷଜନକ ଥିବାବେଳେ ଭଲ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ପିତାମାତାଙ୍କୁ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details