ଓଡିଶା

odisha

ETV Bharat / state

ଗ୍ୟାସ ଲିକ୍‌ରୁ ନିଆଁ ଲାଗି ମା' ପୁଅ ଗୁରୁତର - ଗ୍ୟାସ ଚୁଲାରୁ ନିଆଁ

ଗ୍ୟାସ ଚୁଲାରୁ ନିଆଁ ଲାଗି ମା' ପୁଅ ଗୁରୁତର । ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପାଟଣା ଗ୍ରାମରେ ଅଘଟଣ ।

ଗ୍ୟାସ ଚୁଲାରୁ ନିଆଁ ଲାଗି ମା' ପୁଅ ଗୁରୁତର

By

Published : Oct 13, 2019, 11:46 PM IST

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପାଟଣା ଗ୍ରାମରେ ଅଘଟଣ । ଗ୍ୟାସ ଚୁଲାରୁ ନିଆଁ ଲାଗି ମା' ପୁଅ ଗୁରୁତର ।

ସୂଚନା ଅନୁଯାୟୀ ଗେଡ଼ିଆପଲ୍ଲୀ ପାଟଣା ଗ୍ରାମର ଶାନ୍ତିଲତା ପାତ୍ର ରୋଷେଇ କଲାବେଳେ ଓ ତାଙ୍କର ସାନ ପୁଅ ମାୟାଧର ପାତ୍ର ତାଙ୍କ ନିକଟରେ ଛିଡା ହୋଇଥିଲେ । କୌଣସି କାରଣବଶତଃ ଗ୍ୟାସ ଲିକ ହୋଇ ହଠାତ ନିଆଁ ଲାଗିଥିଲା । ଯାହା ଫଳରେ ଉଭୟ ମା' ପୁଅ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତୀ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details