ଖୋର୍ଦ୍ଧା: ଗୁରୁବାର ସନ୍ଧ୍ୟା ସମୟରେ ସିକୋ ପଂଚାୟତର ଖଡ଼ିପଦର ଗ୍ରାମରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ଯୋଗୁ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ନାମ ମୀରା ପରିଡା ବୋଲି ଜଣାପଡିଛି । ଯୁବତୀ ଜଣକ ଘରେ ଥିବାବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ସଂଗେ ସଂଗେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।
ବଜ୍ରପାତରେ ଯୁବତୀ ମୃତ - lightening death
ଗୁରୁବାର ସନ୍ଧ୍ୟା ସମୟରେ ସିକୋ ପଂଚାୟତର ଖଡ଼ିପଦର ଗ୍ରାମରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ଯୋଗୁ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ନାମ ମୀରା ପରିଡା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...
![ବଜ୍ରପାତରେ ଯୁବତୀ ମୃତ ବଜ୍ରପାତରେ ଯୁବତୀ ମୃତ](https://etvbharatimages.akamaized.net/etvbharat/prod-images/768-512-8410415-703-8410415-1597341261302.jpg)
ବଜ୍ରପାତରେ ଯୁବତୀ ମୃତ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ