ଓଡିଶା

odisha

By

Published : Apr 12, 2020, 10:42 AM IST

Updated : Apr 12, 2020, 10:59 AM IST

ETV Bharat / state

କୋରୋନା ବଢାଉଛି ଚାଷୀଙ୍କ ଚିନ୍ତା

କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଲକଡାଉନ । ଏହାର ପ୍ରଭାବ ସିଧାସଳଖ ପଡିଛି ଚାଷୀଙ୍କ ଉପରେ । ଲକଡାଉନ ପାଇଁ ବନ୍ଦ ରହିଛି ଦୋକାନ ବଜାର । ତେଣୁ କ୍ଷେତରେ ରୋଗ ପୋକ ନିୟନ୍ତ୍ରଣ କରିବା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି । ଅଧିର ପଢନ୍ତୁ...

khurdha farmers facing problems for corona lockdown
କୋରୋନା ବଢାଉଛି ଚାଷୀଙ୍କ ଚିନ୍ତା

ଖୋର୍ଦ୍ଧା : କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଲକଡାଉନ । ଏହାର ପ୍ରଭାବ ସିଧାସଳଖ ପଡିଛି ଚାଷୀଙ୍କ ଉପରେ । ଲକଡାଉନ ପାଇଁ ବନ୍ଦ ରହିଛି ଦୋକାନ ବଜାର । ତେଣୁ କ୍ଷେତରେ ରୋଗ ପୋକ ନିୟନ୍ତ୍ରଣ କରିବା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି ।

କୋରୋନା ବଢାଉଛି ଚାଷୀଙ୍କ ଚିନ୍ତା

ସେହିପରି ଯେଉଁଠାରେ ଫସଲ ଅମଳ ହେବାକୁ ବସିଲାଣି, ସେଠାରେ ବଜାର ସୁବିଧା ନଥିବାରୁ କ୍ଷେତରେ ସଢୁଛି ବର୍ଷକର ଫସଲ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲୋକ କନ୍ତିଆ ପଂଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 12, 2020, 10:59 AM IST

ABOUT THE AUTHOR

...view details