ଖୋର୍ଦ୍ଧା : କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଲକଡାଉନ । ଏହାର ପ୍ରଭାବ ସିଧାସଳଖ ପଡିଛି ଚାଷୀଙ୍କ ଉପରେ । ଲକଡାଉନ ପାଇଁ ବନ୍ଦ ରହିଛି ଦୋକାନ ବଜାର । ତେଣୁ କ୍ଷେତରେ ରୋଗ ପୋକ ନିୟନ୍ତ୍ରଣ କରିବା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି ।
କୋରୋନା ବଢାଉଛି ଚାଷୀଙ୍କ ଚିନ୍ତା
କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଲକଡାଉନ । ଏହାର ପ୍ରଭାବ ସିଧାସଳଖ ପଡିଛି ଚାଷୀଙ୍କ ଉପରେ । ଲକଡାଉନ ପାଇଁ ବନ୍ଦ ରହିଛି ଦୋକାନ ବଜାର । ତେଣୁ କ୍ଷେତରେ ରୋଗ ପୋକ ନିୟନ୍ତ୍ରଣ କରିବା ଚାଷୀ ପାଇଁ ସମସ୍ୟା ସୃଷ୍ଟି କରିଛି । ଅଧିର ପଢନ୍ତୁ...
କୋରୋନା ବଢାଉଛି ଚାଷୀଙ୍କ ଚିନ୍ତା
ସେହିପରି ଯେଉଁଠାରେ ଫସଲ ଅମଳ ହେବାକୁ ବସିଲାଣି, ସେଠାରେ ବଜାର ସୁବିଧା ନଥିବାରୁ କ୍ଷେତରେ ସଢୁଛି ବର୍ଷକର ଫସଲ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲୋକ କନ୍ତିଆ ପଂଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହିପରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Apr 12, 2020, 10:59 AM IST