ଓଡିଶା

odisha

ETV Bharat / state

ବାଣପୁର-ବାଲୁଗାଁରେ ୧୨ ପଜିଟିଭ ଚିହ୍ନଟ, କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ - କଣ୍ଟେନମେଣ୍ଟ ଜୋନ ନ୍ୟୁଜ

ଖୋର୍ଦ୍ଧା ଜିଲ୍ଲା ବାଣପୁର କଲେଜ ଛକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚର୍ତୁପାର୍ଶ୍ବକୁ 2ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ । ଅଧିକ ପଢ଼ନ୍ତୁ...

ବାଣପୁର ଏବଂ ବାଲୁଗାଁରେ ୧୨ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
ବାଣପୁର ଏବଂ ବାଲୁଗାଁରେ ୧୨ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

By

Published : May 30, 2020, 6:45 PM IST

Updated : May 30, 2020, 6:51 PM IST

ଖୋର୍ଦ୍ଧା: ବାଣପୁର ଏବଂ ବାଲୁଗାଁରେ ୧୨ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲା ବାଣପୁର କଲେଜ ଛକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚର୍ତୁପାର୍ଶ୍ବକୁ 2ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ।

ବାଣପୁର ଏବଂ ବାଲୁଗାଁରେ ୧୨ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଶୁକ୍ରବାର ବାଣପୁର ସ୍ବାସ୍ଥ୍ୟ ବିଭାଗର 2ଜଣ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଶନିବାର ବାଣପୁରରୁ ୯ ଜଣ ଏବଂ ବାଲୁଗାଁରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଏନଏସି ଅଫିସର ସନ୍ତୋଷ କୁମାର ନିହାଲ ଏବଂ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ 2ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉକ୍ତ ଅଞ୍ଚଳ ଗୁଡିକ ସାନିଟାଇଜ କରିବା ଲାଗି ବାଣପୁର ଅଗ୍ନିଶମ ବାହୀନକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 30, 2020, 6:51 PM IST

ABOUT THE AUTHOR

...view details