ଓଡିଶା

odisha

ETV Bharat / state

ବଦଳିଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଅଧିକାରୀ, ନିଯୁକ୍ତ ହେଲେ ଆର୍ତ୍ତବନ୍ଧୁ ନାୟକ - ଖୋର୍ଦ୍ଧା ଚିକିତ୍ସା ବିଭାଗ ନ୍ୟୁଜ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ବ ନେଲେ ଡାକ୍ତର ଆର୍ତ୍ତବନ୍ଧୁ ନାୟକ । ଅଧିକ ପଢନ୍ତୁ

ବଦଳିଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଅଧିକାରୀ, ନିଯୁକ୍ତ ହେଲେ ଆର୍ତ୍ତବନ୍ଧୁ ନାୟକ
ବଦଳିଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଅଧିକାରୀ, ନିଯୁକ୍ତ ହେଲେ ଆର୍ତ୍ତବନ୍ଧୁ ନାୟକ

By

Published : Dec 19, 2021, 10:52 AM IST

ଖୋର୍ଦ୍ଧା: ଜିଲ୍ଲାରେ କାର୍ଯ୍ୟରତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବଦଳି । ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି ।

ବଦଳିଲେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଅଧିକାରୀ, ନିଯୁକ୍ତ ହେଲେ ଆର୍ତ୍ତବନ୍ଧୁ ନାୟକ

ତେବେ ପୂର୍ବରୁ ଖୋର୍ଦ୍ଧା ମୁଖ୍ୟ ଅଧିକାରୀ ଥିବା ଡା ବିଶ୍ୱ ରଞ୍ଜନ ପତିଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ବଦଳି କରାଯାଇଛି । ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଆର୍ତ୍ତବନ୍ଧୁ ନାୟକଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ନିଯୁକ୍ତ ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details