ଖୋର୍ଦ୍ଧା:ପୁଣି ଭିଜିଲାନ୍ସ ଜାଲରେ କନିଷ୍ଠ ମହିଳା ଯନ୍ତ୍ରୀ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ । ସୂଚନା ଅନୁସାରେ, ବେଗୁନିଆ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସଂଘମିତ୍ରା ସାହୁ । 5ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ । ବିଲ୍ ପାସ କରିବାକୁ ଲାଞ୍ଚ ନେଉଥିଲେ ସଂଘମିତ୍ରା । ତେବେ ଏହି ସମୟରେ ସଂଘମିତ୍ରା ସାହୁକୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।
ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ମହିଳା ଯନ୍ତ୍ରୀ, ବିଲ୍ ପାସ ପାଇଁ ନେଉଥିଲେ ଲାଞ୍ଚ - ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ମହିଳା ଯନ୍ତ୍ରୀ
ପୁଣି ଭିଜିଲାନ୍ସ ଜାଲରେ କନିଷ୍ଠ ମହିଳା ଯନ୍ତ୍ରୀ । ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ମହିଳା ଯନ୍ତ୍ରୀ
ଇଟିଭି ଭାରତ, ଖୋର୍ଦ୍ଧା