ଖୋର୍ଦ୍ଧା: ଗତ ମାସ 26 ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପଦନପୁର ଭୋଇ ସାହି ଛକରେ ରଙ୍କ ରାଉତଙ୍କୁ ଗୁଳିମାଡ଼ ଘଟଣାରେ ଆଜି ଜଟଣୀ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଏବଂ 2ଟି ଜୀବନ୍ତ ଗୁଳି ଜବତ କରିଥିବା ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇଛି ।
ପଦନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଜଟଣୀ ପୋଲିସ - Jatani police have arrested
ଗତ ମାସ 26 ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପଦନପୁର ଭୋଇ ସାହି ଛକରେ ରଙ୍କ ରାଉତଙ୍କୁ ଗୁଳିମାଡ଼ ଘଟଣାରେ ଆଜି ଜଟଣୀ ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ବନ୍ଧୁକ ଏବଂ 2ଟି ଜୀବନ୍ତ ଗୁଳି ଜବତ କରିଥିବା ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇଛି । ଅଧିକ ପଢନ୍ତୁ...
![ପଦନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଜଟଣୀ ପୋଲିସ Jatani police have arrested the main accused in the Padanpur shooting](https://etvbharatimages.akamaized.net/etvbharat/prod-images/768-512-8682356-468-8682356-1599233724497.jpg)
ପଦନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଜଟଣୀ ପୋଲିସ
ପଦନପୁର ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଜଟଣୀ ପୋଲିସ
ଗିରଫ ଯୁବକ ଜଣକ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର କିରଣ କୁମାର ସ୍ୱାଇଁ । ଅଭିଯୁକ୍ତ କିରଣ ନାମରେ ପୂର୍ବରୁ ଭୁବନେଶ୍ୱର ଖଣ୍ଡଗିରି ଏବଂ ଖୋର୍ଦ୍ଧା ଟାଉନ ଥାନାରେ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ