ଖୋର୍ଦ୍ଧା: ଜଟଣୀ ଥାନା ପୋଲିସ ଶୁକ୍ରବାର 4ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଜାତୀୟ ରାଜପଥରୁ ଏହି ଲୁଟେରାମାନଙ୍କୁ ପୋଲି ଗିରଫ କରିଥିବା ନେଇ ସୂଚନା ମିଳିଛି ।
ଜଟଣୀ ପୋଲିସ ହାତରେ 4 ମୋବାଇଲ ଲୁଟେରା - ଖୋର୍ଦ୍ଧାରେ ମୋବାଇଲ ଲୁଟେରା ଗିରଫ
ଖୋର୍ଦ୍ଧା ଜାତୀୟ ରାଜପଥରୁ 4ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ । ଲୁଟେରାଙ୍କଠାରୁ 14ଟି ସ୍ମାର୍ଟ ଫୋନ ଏବଂ ଗୋଟିଏ ଦାମୀ ମଟରସାଇକେଲ ଜବତ ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା
ପୋଲିସ ଲୁଟେରାଙ୍କଠାରୁ 14ଟି ସ୍ମାର୍ଟ ଫୋନ ଏବଂ ଗୋଟିଏ ଦାମୀ ମଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଅଧିନସ୍ଥ ବେଣାପଞ୍ଜରୀ ଗ୍ରାମର ମହମଦ ଅପତାର, ଅଜୁ, ରାଜୁ, ମଙ୍ଗୁଲୁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ