ଖୋର୍ଦ୍ଧା: କୋରୋନା ପାଇଁ ଚଳିତ ବର୍ଷ ଗଣେଶ ପୂଜା ଟ୍ବିନସିଟି ଅଧିନରେ ଥିବା କୌଣସି ମଣ୍ଡପରେ ପୂଜା ହେବନାହିଁ ବୋଲି କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି । କିନ୍ତୁ କୋରୋନା ନିୟମ ମାନି ପୂଜା କରିବୁ ବୋଲି ଜଟଣୀ ବ୍ୟବସାୟୀ ସଂଘ ସାମ୍ବାଦିକ ସମ୍ମିଳନୀରେ ରୋକଠୋକ ଶୁଣାଇଛି ।
କେସ ଖାଇବୁ ପଛେ ପୂଜା କରିବୁ: ଜଟଣୀ ବ୍ୟବସାୟୀ ସଂଘ - କମିଶନରେଟ ପୋଲିସ
କୋରୋନା ପାଇଁ ଚଳିତ ବର୍ଷ ଗଣେଶ ପୂଜା ଟ୍ବିନସିଟି ଅଧିନରେ ଥିବା କୌଣସି ମଣ୍ଡପରେ ପୂଜା ହେବନାହିଁ ବୋଲି କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି । କିନ୍ତୁ କୋରୋନା ନିୟମ ମାନି ପୂଜା କରିବୁ ବୋଲି ଜଟଣୀ ବ୍ୟବସାୟୀ ସଂଘ ସାମ୍ବାଦିକ ସମ୍ମିଳନୀରେ ରୋକଠୋକ ଶୁଣାଇଛି ।
କେସ ଖାଇବୁ ପଛେ କିନ୍ତୁ ପୂଜା କରିବୁ
କେସ ଖାଇବୁ ପଛେ କିନ୍ତୁ ପୂଜା କରିବୁ
ସେହିପରି ସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, କେସ ପଛେ ଖାଇବୁ କିନ୍ତୁ ପୂଜା କରିବୁ । କାରଣ ପୂଜା ବର୍ଷେ ବନ୍ଦ ହେଲେ ବାରବର୍ଷ ବନ୍ଦ ହେବ । ଆମେ ସରକାରଙ୍କ କଟକଣା ମାନି ବିନା ବାଜା ବାଣରେ ପୂଜା କରାଯିବ ବୋଲି ସଂଘ କହିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ