ଓଡିଶା

odisha

By

Published : Aug 30, 2019, 12:38 PM IST

ETV Bharat / state

ଜଗନ୍ନାଥ ମନ୍ଦିରରୁ ଚୋରୀ

ମନ୍ଦିରରୁ ଚୋରୀ । ଗୁରୁବାର ବିଳମ୍ବିତ ରାତ୍ରୀରେ ଜଟଣୀ ଥାନା ଅଧିନସ୍ଥ କୁସମାଟିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ହୁଣ୍ଡି ଓ ସାଉଣ୍ଡ ସିଷ୍ଟମ ଚୋରୀ ହୋଇଛି ।

ଫଟୋ ସୌଜନ୍ୟ-ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ଏବେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ଏଭଳି ଏକ ଘଟଣା ଜଟଣୀ ଥାନା ଅଧିନସ୍ଥ କୁସମାଟିରେ ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତ୍ରୀରେ ଏଠାକାର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ହୁଣ୍ଡି ଓ ସାଉଣ୍ଡ ସିଷ୍ଟମ ଚୋରୀ ହୋଇଛି।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଖୋର୍ଦ୍ଧା

ଖବର ପାଇ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details