ଖୋର୍ଦ୍ଧା: ଆହତ ଅବସ୍ଥାରେ ହରିଣ ଉଦ୍ଧାର । ଖୋର୍ଦ୍ଧା ଜଟଣୀ ବାଛରା ନିକଟରେ ଆହତ ଅବସ୍ଥାରେ ବୁଲୁଥିବା ହରିଣ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।
ଜଟଣୀ ନିକଟରୁ ଆହତ ହରିଣ ଉଦ୍ଧାର - ଜଟଣୀ ବାଛରା ନିକଟରୁ ଆହତ ହରିଣ ଉଦ୍ଧାର
ଖୋର୍ଦ୍ଧା ଜଟଣୀ ବାଛରା ନିକଟରେ ଆହତ ଅବସ୍ଥାରେ ବୁଲୁଥିବା ହରିଣ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଖୋର୍ଦ୍ଧା ବନ ବିଭାଗକୁ ହସ୍ତାନ୍ତର । ଅଧିକ ପଢନ୍ତୁ...
![ଜଟଣୀ ନିକଟରୁ ଆହତ ହରିଣ ଉଦ୍ଧାର ଜଟଣୀ ବାଛରା ନିକଟରୁ ଆହତ ହରିଣ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-9070114-thumbnail-3x2-khurdha.jpg)
ଜଟଣୀ ବାଛରା ନିକଟରୁ ଆହତ ହରିଣ ଉଦ୍ଧାର
ଜଟଣୀ ବାଛରା ନିକଟରୁ ଆହତ ହରିଣ ଉଦ୍ଧାର
ହରିଣର ଡାହାଣ ଗୋଡରେ ଆଘାତ ଲାଗିଥିବାବେଳେ ତାର ପ୍ରାଥମିକ ଚିକିତ୍ସା କରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଖୋର୍ଦ୍ଧା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି । ତେବେ ଖାଦ୍ୟ ଅନ୍ବେଷଣରେ ହରିଣଟି ଜନବସତି ଆଡକୁ ପଶିଆସିଥିବା ଅନୁମାନ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ