ଖୋର୍ଦ୍ଧା: ଏକଦା ଭଗବାନ ଶିବ ତାଙ୍କ ଭକ୍ତଙ୍କୁ କହିଥିଲେ ଅତ୍ର ତତ୍ର ସର୍ବତ୍ର ମୁଁ ବିଦ୍ୟମାନ । ତାହା ଆଜି କଳା ମାଧ୍ୟମରେ ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ୍ ଈଶ୍ବର ରାଓ । ଦୁଇ ଏମଏଲ କାଚ ବୋତଲ ମଧ୍ୟରେ ଅଧ ଇଞ୍ଚର ଶିବଲିଙ୍ଗ ନିର୍ମାଣ କରି ସେ ତାଙ୍କ କଳାର ଯାଦୁଗରୀ ଦେଖାଇଛନ୍ତି ।
ସୂକ୍ଷ୍ମ କାରିଗରୀ: ଦୁଇ ଏମଏଲ ବୋତଲ ଭିତରେ ଶିବଲିଙ୍ଗ - half inch siva ling in bottol
ଦୁଇ ଏମଏଲ କାଚ ବୋତଲ ମଧ୍ୟରେ ଅଧ ଇଞ୍ଚର ଶିବଲିଙ୍ଗ ନିର୍ମାଣ କରି ନିଜର କଳାର ଯାଦୁଗରୀ ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ୍ ଈଶ୍ବର ରାଓ । ଅଧିକ ପଢନ୍ତୁ...

ଦୁଇ ଏମଏଲ ବୋତଲ ଭିତରେ ଶିବଲିଙ୍ଗ
ଦୁଇ ଏମଏଲ ବୋତଲ ଭିତରେ ଶିବଲିଙ୍ଗ
ଏହି କାରୁକାର୍ଯ୍ୟ ପାଇଁ ତାଙ୍କୁ ଦୁଇଦିନ ସମୟ ଲାଗିଥିବା ସେ କହିଛନ୍ତି । ଶୁକ୍ରବାର ମହାଦେବଙ୍କର ପବିତ୍ର ମହାଶିବରାତ୍ରୀ ଥିବାରୁ ସେ ବିଶ୍ବବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ