ଭୁବନେଶ୍ବର: ପୁଅର ସ୍ବପ୍ନକୁ ସାକାର କରିବା ପାଇଁ ବିଜେପି ଛାଡିଛନ୍ତି ଗିରିଧର ଗମାଙ୍ଗ । ବିଜେପି ତାଙ୍କୁ ଭଲ ସୁଯୋଗ ଦେଇଛି । ହେଲେ ସେ ତାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଗିରିଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା । ଦୀର୍ଘଦିନ ଧରି ଦଳରେ ଥିବା ନେତା ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇପାରିନାହାନ୍ତି । ଶିଶିର ଗମାଙ୍ଗଙ୍କୁ ଦଳ ସାଧାରଣ ସମ୍ପାଦକ କରିଥିଲା । ଏହାସତ୍ବେ ସେ ବିଜେପି କାହାଁକି ବିଜେପି ଛାଡିଲେ ସେ ଜାଣିଥିବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।
ବିଜେପିରୁ ଗିରିଧରଙ୍କ ଇସ୍ତଫା ପରେ ଆଜି ବିଜେପି ମୁଖପାତ୍ର ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ‘‘ବିଜେପି ତାଙ୍କୁ ଭଲ ସୁଯୋଗ ଦେଇଛି । ହେଲେ ସେ ତାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ। ଭାରତୀୟ ଜନତା ପାର୍ଟି ଗିରିଧର ବାବୁଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଥିଲା । ଦୀର୍ଘଦିନ ଧରି ଦଳରେ ଥିବା ନେତା ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ହୋଇପାରିନାହାନ୍ତି । ଶିଶିର ଗମାଙ୍ଗଙ୍କୁ ଦଳ ସାଧାରଣ ସମ୍ପାଦକ କରିଥିଲା ।’’