ଓଡିଶା

odisha

By

Published : Sep 10, 2021, 7:01 PM IST

ETV Bharat / state

ନିରାଡ଼ମ୍ବର ଭାବେ ପାଳିତ ହେଉଛି ଗଜାନନଙ୍କ ପୂଜା

ଓଡିଶାର ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା । ଚଳିତ ବର୍ଷ କରୋନା ଗାଇଡଲାଇନ ଅନୁଯାୟୀ ମଣ୍ଡପରେ ପୂଜା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ନିରାଡ଼ମ୍ବର ଭାବେ ପାଳିତ ହେଉଛି ଗଜାନନଙ୍କ ପୂଜା
ନିରାଡ଼ମ୍ବର ଭାବେ ପାଳିତ ହେଉଛି ଗଜାନନଙ୍କ ପୂଜା

ଖୋର୍ଦ୍ଧା: ଆଜି(ଶୁକ୍ରବାର) ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା । ଏଥିପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଓଡିଶାର ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା । ଚଳିତ ବର୍ଷ କରୋନା ଗାଇଡଲାଇନ ଅନୁଯାୟୀ ମଣ୍ଡପରେ ପୂଜା ଆରମ୍ଭ ହୋଇଛି ।

ନିରାଡ଼ମ୍ବର ଭାବେ ପାଳିତ ହେଉଛି ଗଜାନନଙ୍କ ପୂଜା

କିନ୍ତୁ, ଜଟଣୀ ଗଣେଶ ପୂଜାକୁ ଦ୍ବିତୀୟ ମୁମ୍ବାଇର ଆଖ୍ୟା ଦିଆଯାଇଛି । ଜଟଣୀ ସହରରେ ମୋଟ ୨୫୦ ଛୋଟ ବଡ ଗଜାନନଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ସୁଉଚ୍ଚ ତୋରଣ ନାହିଁ । ବେଶ ନିରାଡ଼ମ୍ବର ଭାବେ ଚଳିତବର୍ଷ ପାଳିତ ହେଉଛି ପୂଜା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details