ଓଡିଶା

odisha

ETV Bharat / state

ଧାନ ନ ଉଠିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ - khordha paddy procurement problem

ଖୋର୍ଦ୍ଧା ଜିଲ୍ଲା ବାଘମାରି ସେବା ସମବାୟ ସମିତି ଅଧୀନରେ ଥିବା ସାରୁଅ, ବାଘମାରି ଏବଂ ସୀମର ଗ୍ରାମ ପଞ୍ଚାୟତର ଚାଷୀମାନେ ମଣ୍ଡିରେ ଧାନ ବିକି ନ ପାରିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଧାନ ନଉଠିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଚାଷୀ
ଧାନ ନଉଠିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଚାଷୀ

By

Published : Mar 15, 2021, 4:24 PM IST

ଖୋର୍ଦ୍ଧା : ଆସୁନି ଯୋଗାଣ ବିଭାଗରୁ ଟାର୍ଗେଟ, ଆଉ ସେପଟେ ଚାଷୀ ପାଇଥିବା ଟୋକନ ଅବଧି ସରିବାକୁ ବସିଲାଣି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରିଥିବା ଚାଷୀ ଏବେ ତାଙ୍କ ଫସଲକୁ ସରକାରୀ ମଣ୍ଡିରେ ବିକି ନପାରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଧାନ ନଉଠିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହେଲେ ଚାଷୀ

ଖୋର୍ଦ୍ଧା ଜିଲ୍ଲା ବାଘମାରି ସେବା ସମବାୟ ସମିତି ଅଧୀନରେ ଥିବା ସାରୁଅ, ବାଘମାରି ଏବଂ ସୀମର ଗ୍ରାମ ପଞ୍ଚାୟତର ଚାଷୀମାନେ ମଣ୍ଡିରେ ଧାନ ବିକି ନପାରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କ ଧାନ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି । ଧାନ ନଉଠିଲେ ଚାଷୀମାନେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details