ଓଡିଶା

odisha

By

Published : Feb 10, 2020, 7:39 PM IST

ETV Bharat / state

ଫନି ସହାୟତା ପାଇବାରୁ ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ

ଫନି ସହାୟତା ପାଇଛନ୍ତି ଅଯୋଗ୍ୟ ହିତାଧିକାରି । ମାତ୍ର ଏଥିରୁ ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ। ଅଧିକ ପଢନ୍ତୁ...

fani cyclone
ଫନି ସହାୟତା ପାଇଛନ୍ତି ଅଯୋଗ୍ୟ ହିତାଧିକାରି

ଖୋର୍ଦ୍ଧା: ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଆଯୋଗ୍ୟ ହିତାଧିକାରୀ ଫନି ସହାୟତା ପାଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏପରି ଅଭିଯୋଗ ଜଣାଇଛନ୍ତି ଭାରତୀୟ ଜନ କଲ୍ୟାଣ ମଞ୍ଚର ସଦସ୍ୟ । ଏନେଇ ବାରମ୍ବାର ମଞ୍ଚ ପକ୍ଷରୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରାଯାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଫନି ସହାୟତା ପାଇଛନ୍ତି ଅଯୋଗ୍ୟ ହିତାଧିକାରି

ସାମୁଦ୍ରିକ ଝଡ ଫନି ସମୟରେ କୌଣସି କ୍ଷତିଗ୍ରସ୍ତ ହୋଇନଥିବା ଲୋକ ସରକାରୀ ସହାୟତା ପାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details