ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ଏହି ଚଢ଼ାଉରେ 390 ଲିଟର ଦେଶି ରନ୍ଧା ମଦ, ଦୁଇଟି ପ୍ୟାକିଂ ମେସିନ ଜବତ କରିବା ସହ 1200ଲିଟର ପୋଚ ନଷ୍ଟ କରାଯାଇଛି । ଏହା ସହ ଏହି ଘଟଣାରେ ସଂପୃକ୍ତ ଥିବା ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ ।
ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ପାଞ୍ଚ ଗିରଫ - ପାଞ୍ଚ ଗିରଫ
ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ଏହି ଚଢ଼ାଉରେ 390 ଲିଟର ଦେଶି ରନ୍ଧା ମଦ, ଦୁଇଟି ପ୍ୟାକିଂ ମେସିନ ଜବତ କରିବା ସହ 1200ଲିଟର ପୋଚ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ପାଞ୍ଚ ଗିରଫ
ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ପାଞ୍ଚ ଗିରଫ
ଜିଲ୍ଲାରେ ନିଶା ମାଫିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ଟିମ ଗଠନ କରାଯାଇଛି । ତେବେ ଏହି ଟିମ ଆଜି ବେଗୁନିଆର କଣ୍ଟାବାଡ଼, ପୋଡାଡିହ ଓ ବୋଲଗଡ଼ର ରାଶୋଳ ଗ୍ରାମରେ ଚଢ଼ାଉ କରିଥିଲା । ସେହିଭଳି ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ନିରୀକ୍ଷକ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ