ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଜମାଟଙ୍କା ହଡ଼ପ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । 3 ଜଣ କର୍ମଚାରୀଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧିକ ଶାଖା(EOW)କୁ ଦେବା ପାଇଁ ସୁପାରିଶ କଲେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW - ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଜମାଟଙ୍କା ହଡ଼ପ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । 3 ଜଣ କର୍ମଚାରୀଙ୍କ ନାମରେ ଥାନାରେ ମାମଲା । ଅଧିକ ପଢନ୍ତୁ
ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW
ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW
ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଗରିବ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ଚଳୁ କରାଯାଇଥିବା ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ