ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ - elephant tension in begunia

ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହାତୀ । ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ  କରୁଛନ୍ତି । ଆଜି(ବୁଧବାର) ଖୋର୍ଦ୍ଧା ବେଗୁନିଆ ବ୍ଲକ ପରିଛଳ ଗ୍ରାମରେ 2ଟି ଦନ୍ତା ହାତୀ ପଶିବା ସହ ଅନେକ କ୍ଷତି ଘଟାଇଛନ୍ତି ।

khordha
ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ

By

Published : Jan 29, 2020, 9:14 AM IST

Updated : Jan 29, 2020, 9:36 AM IST

ଖୋର୍ଦ୍ଧା: ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହାତୀ । ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି । ଆଜି(ବୁଧବାର) ଖୋର୍ଦ୍ଧା ବେଗୁନିଆ ବ୍ଲକ ପରିଛଳ ଗ୍ରାମରେ 2ଟି ଦନ୍ତା ହାତୀ ପଶିବା ସହ ଅନେକ କ୍ଷତି ଘଟାଇଛନ୍ତି ।

ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ

ନିକଟ କାକୁଡିଆ ଜଙ୍ଗଲରୁ ଆସିଥିବା ଦୁଇ ଦନ୍ତା ହାତୀ ସାହି ଭିତରେ ପଶି ପାଚେରୀ ଭାଙ୍ଗିବା ସହ ଖଳାରେ ଥିବା ଧାନ ଖାଇଯାଇଛନ୍ତି । ଏହାସହ କୃଷି ଫାର୍ମରେ ପଶି କଖାରୁ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି ।

ତେବେ ବାରମ୍ବାର ଏପରି ହାତୀ ଉପଦ୍ରବ ହେଉଥିବାରୁ ଲୋକେ ବନବିଭାଗକୁ କହିଥିଲେ ସୁଦ୍ଧା ବନବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 29, 2020, 9:36 AM IST

ABOUT THE AUTHOR

...view details