ଓଡିଶା

odisha

ETV Bharat / state

ଟିକା ପାଇଁ ରାତିରୁ ଲାଗୁଛି ଧାଡି, ଗ୍ରାମାଞ୍ଚଳକୁ ଅଧିକ ଟିକା ପ୍ରଦାନ ଦାବି - ଟିକା ପାଇଁ ରାତିରୁ ଲାଗୁଛି ଧାଡି,

ରାଜ୍ୟରେ କୋରୋନା ଗ୍ରାଫ ଉପରମୁଁହା ଥିବା ବେଳେ ଗ୍ରାମାଞ୍ଚଳକୁ ଆବଶ୍ୟକ ମୁତାବକ କୋରୋନା ଟିକା ଆସୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଟିକା ପାଇଁ ରାତିରୁ ଲାଗୁଛି ଧାଡି, ଗ୍ରାମାଞ୍ଚଳକୁ ଅଧିକ ଟିକା ପ୍ରଦାନ ଦାବି
ଟିକା ପାଇଁ ରାତିରୁ ଲାଗୁଛି ଧାଡି, ଗ୍ରାମାଞ୍ଚଳକୁ ଅଧିକ ଟିକା ପ୍ରଦାନ ଦାବି

By

Published : May 10, 2021, 1:52 PM IST

ଖୋର୍ଦ୍ଧା: ରାଜ୍ୟରେ କୋରୋନା ଗ୍ରାଫ ଉପରମୁଁହା ଥିବା ବେଳେ ଗ୍ରାମାଞ୍ଚଳକୁ ଆବଶ୍ୟକ ମୁତାବକ କୋରୋନା ଟିକା ଆସୁନଥିବା ଅଭିଯୋଗ ହୋଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଟିକା କେନ୍ଦ୍ରରେ ଟିକା ନେବାପାଇଁ ରାତି ଅଧରୁ କେନ୍ଦ୍ର ସମ୍ମୁଖରେ ଲାଗୁଛି ଲୋକଙ୍କ ଲମ୍ବା ଲାଇନ ।

ଟିକା ପାଇଁ ରାତିରୁ ଲାଗୁଛି ଧାଡି, ଗ୍ରାମାଞ୍ଚଳକୁ ଅଧିକ ଟିକା ପ୍ରଦାନ ଦାବି

ଟିକାକେନ୍ଦ୍ର ଗୁଡିକରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଟିକା ନଥିବାରୁ ଲୋକେ ଟିକାକେନ୍ଦ୍ରକୁ ଆସି ଫେରି ଯାଉଥିବା ଦେଖାଦେଇଛି । ସେପଟେ ସରକାର ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇ ଅଧିକ ଟିକା ପ୍ରଦାନ କରିବାକୁ ଦାବି କରିଛନ୍ତି କଣ୍ଟାବାଡ଼ ସରପଞ୍ଚ ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details