ଓଡିଶା

odisha

ETV Bharat / state

ଜଟଣୀରେ ବିଚାର ବିଭାଗୀୟ ଅଦାଲତ ଉଦଘାଟିତ - court inaguration at jatani

ଜଟଣୀରେ ଦେୱାନୀ ଜଜ (କନିଷ୍ଠ ବିଭାଗ) ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ (ଜେଏମଏଫସି) ଉଦଘାଟିତ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ହାଇକୋର୍ଟ ର ମୁଖ୍ୟ ବିଚାରପତି କେ ଏସ ଜାଭେରୀ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

By

Published : Sep 14, 2019, 9:29 PM IST

ଖୋର୍ଦ୍ଧା: ଜଟଣୀରେ ଦେୱାନୀ ଜଜ (କନିଷ୍ଠ ବିଭାଗ) ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି) ଅଦାଲତ ଉଦଘାଟନ ହୋଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି କେ ଏସ ଜାଭେରୀ ଏହାକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜଟଣୀରେ ବହୁ ପ୍ରତୀକ୍ଷିତ ବିଚାର ବିଭାଗୀୟ ଅଦାଲତ ଉଦଘାଟିତ ହୋଇଛି । ଏହା ଦ୍ବାରା ଜନସାଧାରଣ ଶୀଘ୍ର ନ୍ୟାୟ ପାଇବେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details