ଓଡିଶା

odisha

ETV Bharat / state

କୋରୋନା ସଚେତନତା, ମାଇକ ଧରି ସଚେତନ କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ - corona

ସୋମବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଲୋକଙ୍କୁ ନିଜେ ସଚେତନ କରିଛନ୍ତି । ଉପଜିଲ୍ଲାପାଳ ନିଜେ ମାଇକ ଧରି ଲୋକମାନଙ୍କୁ ଜରୁରୀ କାମ ନଥିଲେ ବଜାର ଆସିବାକୁ ମନା କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

କୋରୋନା ସଚେତନତା, ମାଇକ ଧରି ସଚେତନ କଲେ ଉପଜିଲ୍ଲାପାଳ
କୋରୋନା ସଚେତନତା, ମାଇକ ଧରି ସଚେତନ କଲେ ଉପଜିଲ୍ଲାପାଳ

By

Published : Mar 23, 2020, 11:32 PM IST

ଖୋର୍ଦ୍ଧା: ଅର୍ଦ୍ଧାଧିକ ବିଶ୍ବକୁ ନିଜ ଆତଙ୍କରେ ଆତଙ୍କିତ କଲାଣି ମହାମାରୀ କରୋନା ଭୂତାଣୁ । ଏପର୍ଯ୍ୟନ୍ତ ଏହି ରୋଗର ନିରାକରଣ ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ସଚେତନତା ହିଁ ଏହାର ଉପଯୁକ୍ତ ପ୍ରତିଷେଧକ ବୋଲି ସରକାର ଲୋକଙ୍କୁ ସଚେତନ କରାଉଛନ୍ତି।

କୋରୋନା ସଚେତନତା, ମାଇକ ଧରି ସଚେତନ କଲେ ଉପଜିଲ୍ଲାପାଳ

ସେହିପରି ଏହି ଭୂତାଣୁକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ଲକଡାଉନ କରିଛନ୍ତି । କିନ୍ତୁ ସୋମବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଲୋକଙ୍କୁ ନିଜେ ସଚେତନ କରିଛନ୍ତି । ଉପଜିଲ୍ଲାପାଳ ନିଜେ ମାଇକ ଧରି ଲୋକମାନଙ୍କୁ ଜରୁରୀ କାମ ନଥିଲେ ବଜାର ଆସିବାକୁ ମନା କରୁଥିବା ଦେଖିବାକୁ ମିଳିଛି ।

ସେହିପରି ସମସ୍ତଙ୍କୁ ସଚେତନ ହୋଇ ଘରେ ରହିବାକୁ ମଧ୍ୟ ନିବେଦନ କରିଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details