ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ । ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏନେଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆଉ ନାହାଁନ୍ତି ବିଜୁ ବାବୁଙ୍କ ଜ୍ବାଇଁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ - bhubaneswar news
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ । ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଭିଣୋଇଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସେ କହିଛନ୍ତି କି ସନ୍ନି ବିଶ୍ବ ଜଣେ ପ୍ରମୁଖ ସମ୍ପାଦକ ଥିଲେ । ତାଙ୍କର ବ୍ୟକ୍ତିତ୍ବ ଭିନ୍ନ ଥିଲା । ଏହା ସହ ସେ ନିଜ ଭିଣୋଇଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Dec 31, 2019, 12:50 PM IST