ଓଡିଶା

odisha

ETV Bharat / state

ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ - Nilakantha Padmacharan State Cricket Tournament

କଣ୍ଟାବାଡ ନୀଳକଣ୍ଠ ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ କରି ଆରମ୍ଭ ହୋଇଥିବା ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି । ଅଧିକ ପଢନ୍ତୁ...

ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

By

Published : Jan 3, 2021, 1:09 PM IST

ଖୋର୍ଦ୍ଧା:ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । କଣ୍ଟାବାଡ ନୀଳକଣ୍ଠ ଉଚ୍ଚବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ କରି ଆରମ୍ଭ ହୋଇଥିବା ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି ।

ନୀଳକଣ୍ଠ ପଦ୍ମଚରଣ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗତ ଡିସେମ୍ବର 25 ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ 8 ଟି ଦଳ ଯୋଗ ଦେଇଥିଲେ । ଏହି ମ୍ୟାଚରେ ମଞ୍ଚେଶ୍ବର ପ୍ରଥମେ ବ୍ୟାଟିଂ କରି 183 ରମ ସଂଗ୍ରହ କରିଥିଲା । ଯାହାର ଜବାବରେ ନପୁଟ ଦଳ ପାଞ୍ଚ ୱିକେଟରେ ବିଜୟ ଲାଭ କରିଛି। ରବିବାର ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଓ 20 ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details