ଖୋର୍ଦ୍ଧା:ଲକ ଡାଉନ ଜାରି ହୋଇଥିବା ବେଳେ, ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 144 ଧାରା ଜାରି ହୋଇଛି । ଆଦର୍ଶ ଥାନା ଅନ୍ତର୍ଗତ ପଲା ତୋଟାପଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ 144ଧାରା ଲାଗୁ କରାଯାଇଛି ।
ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ, 144 ଧାରା ଜାରି - clashes in Khordha, Article 144 continues
ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ । 144ଧାରା ଜାରି । ଅଧିକ ପଢନ୍ତୁ...
![ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ, 144 ଧାରା ଜାରି clashes in Khordha, Article 144 continues](https://etvbharatimages.akamaized.net/etvbharat/prod-images/768-512-6700469-thumbnail-3x2-khordha-jp.jpg)
ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ , 144ଧାରା ଜାରି
ଖୋର୍ଦ୍ଧାରେ ଗୋଷ୍ଠୀ ସଂଘର୍ଷ , 144ଧାରା ଜାରି
ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ଏସପି ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଉଭୟ ଗୋଷ୍ଠୀର 9ଜଣଙ୍କୁ ଅଟକ ରଖାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ