ETV Bharat / state
Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର - କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର
ତୈଳ ଦରରେ ସାମାନ୍ୟ ହ୍ରାସ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପେଟ୍ରୋଲ- ଡିଜେଲ ଦର ଶସ୍ତା କରିଛନ୍ତି । ଆଜି ପେଟ୍ରୋଲ ଓ ଡିଜେଲରେ 40 ପଇସା ଲେଖାଁଏ ଶସ୍ତା ହୋଇଛି। ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।
Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର
By
Published : Nov 1, 2022, 7:50 AM IST
| Updated : Nov 1, 2022, 8:33 AM IST
ଭୁବନେଶ୍ବର | 103.19 | 94.76 |
ଅନୁଗୋଳ | 104.60 | 96.14 |
ବାଲେଶ୍ବର | 103.18 | 94.76 |
କଟକ | 103.54 | 95.10 |
ଗଞ୍ଜାମ | 104.66 | 96.17 |
ପୁରୀ | 103.44 | 94.99 |
ସମ୍ବଲପୁର | 104.38 | 95.93 |
କେନ୍ଦ୍ରାପଡା | 103.11 | 94.66 |
ବଲାଙ୍ଗୀର | 105.02 | 96.54 |
ମାଲକାନଗିରି | 108.92 | 100.29 |
Last Updated : Nov 1, 2022, 8:33 AM IST