ଓଡିଶା

odisha

ETV Bharat / state

ଅସତ୍‌ ଉପାୟରେ ନିର୍ବାଚନ ଜିତିଛି ବିଜେଡି: କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ - ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା

ଅସତ୍‌ ଉପାୟରେ ପଞ୍ଚାୟତ ଭୋଟ ହାତେଇଛି ଶାସକ ବିଜୁ ଜନତା ଦଳ । ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅଧିକ ପଢନ୍ତୁ

ଅସଦ ଉପାୟରେ ପଞ୍ଚାୟତ ନିର୍ବାଚନ ଜିତିଛି ବିଜେଡି: ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
ଅସଦ ଉପାୟରେ ପଞ୍ଚାୟତ ନିର୍ବାଚନ ଜିତିଛି ବିଜେଡି: ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

By

Published : Mar 3, 2022, 7:31 AM IST

ଖୋର୍ଦ୍ଧା: ଅସତ୍‌ ଉପାୟରେ ପଞ୍ଚାୟତ ଭୋଟ ହାତେଇଛି ଶାସକ ବିଜୁ ଜନତା ଦଳ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବୁଧବାର ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପଞ୍ଚାୟତ ନିର୍ବାଚନରେ ଦଳର ପରାଜୟ କାରଣ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ନିର୍ବାଚନରେ ପ୍ରଶାସନିକ କଳର ବ୍ୟବହାର କରିବା ସହ ବାଲଟ ବାକ୍ସରେ ଏପଟ ସେପଟ କରି ନିର୍ବାଚନ ଜିତିଛି ।

ଅସଦ ଉପାୟରେ ପଞ୍ଚାୟତ ନିର୍ବାଚନ ଜିତିଛି ବିଜେଡି: ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଅନ୍ୟପଟେ ଆସନ୍ତା ପୌର ନିର୍ବାଚନରେ ବାଲଟ ବାକ୍ସ ବଦଳରେ ଇଭିଏମ ମେସିନ ଲାଗିବ । ଏଣୁ ବିଜେଡି ଜିତିବାକୁ ପରାଜୟ ହେବା ସହ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details