ଓଡିଶା

odisha

ଜଟଣୀରୁ 40 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଟଣୀ ପୋଲିସ ଓ କ୍ବିକ୍ ଆକ୍ସନ ଟିମର ମିଳିତ ଚଢାଉ । ଏହି ଚଢାଉ ପରେ ଜଣଙ୍କୁ ଗିରଫ କରିଛି ପୋଲିସ ।

By

Published : Dec 25, 2019, 7:55 PM IST

Published : Dec 25, 2019, 7:55 PM IST

ETV Bharat / state

ଜଟଣୀରୁ 40 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

_brownsugar seized from jatani
ଜଟଣୀରୁ 40 ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଜଟଣୀ ପୋଲିସ ଓ କ୍ବିକ୍ ଆକ୍ସନ ଟିମର ମିଳିତ ଚଢାଉ । କୌଣସି ସୂତ୍ରରୁ ଖବର ପାଇଁ ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକରେ ଚଢାଉ କରି ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ଜଟଣୀରୁ 40 ଗ୍ରାମ ବ୍ରାଉନସୁଗାର ଜବତ

ବଳରାମ ସାହୁ ନାମକ ଏହି ବ୍ୟକ୍ତିଙ୍କ ଠାରୁ 40 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ 1 ଲକ୍ଷ 10 ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହାସହ ଏକ ମାରୁତି ସୁଜୁକି କାର୍ ଓ 2ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details