ଖୋର୍ଦ୍ଧା:ଖୋର୍ଦ୍ଧାରେ ବଢି ଚାଲିଛି ବ୍ରାଉନସୁଗାର କାରବାର। ଆଜି ଖୋର୍ଦ୍ଧା ବାଇପାସ ନିକଟରେ STF ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଛି । ଚଢ଼ାଉରେ କାଇପଦର ଗ୍ରାମର ଏସକେ ଅନ୍ବର ନାମକ ଜଣେ ଯୁବକକୁ ଗିରଫ କରିବା ସହ ତା ନିକଟରୁ ଏକ କେଜି 310 ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ସେହିଭଳି ଯୁବକଙ୍କ ଠାରୁ ଏକ ମଟର ସାଇକେଲକୁ ମଧ୍ୟ ଜବତ କରିଛି ।
କେଜିଏରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଜଣେ ଗିରଫ - brown sugar seized from khurda bipass
ଖୋର୍ଦ୍ଧାରେ ବଢି ଚାଲିଛି ବ୍ରାଉନସୁଗାର କାରବାର। ଖୋର୍ଦ୍ଧା ବାଇପାସ ନିକଟରେ କେଜିଏରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହ ଜଣଙ୍କୁ ଗିରଫ କରିଛି STF ।
![କେଜିଏରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଜଣେ ଗିରଫ କେଜିଏରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଜଣେ ଗିରଫ](https://etvbharatimages.akamaized.net/etvbharat/prod-images/768-512-10150792-thumbnail-3x2-khurda.jpg)
କେଜିଏରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ