ଖୋର୍ଦ୍ଧା: ପୁଣି ଖୋର୍ଦ୍ଧାରେ ସକ୍ରିୟ ହୋଇଛନ୍ତି ବ୍ରାଉନସୁଗାର ବେପାରୀ । ବୁଧବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖୋର୍ଦ୍ଧା ବାଇପାସ ନିକଟରେ ଚଢ଼ାଉ କରି 105 ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ ।
ଖୋର୍ଦ୍ଧାରୁ 12 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ - ବ୍ରାଉନ ସୁଗାର ଜବତ
ବୁଧବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖୋର୍ଦ୍ଧା ବାଇପାସ ନିକଟରେ ଚଢ଼ାଉ କରି 12 ଲକ୍ଷ ଟଙ୍କା ମୂଲ୍ୟର 105 ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଘଟଣାରେ ଜଣେ ଗିରଫ । ଅଧିକ ପଢନ୍ତୁ...
ଖୋର୍ଦ୍ଧାରୁ 10 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ଜଣେ ଗିରଫ
ଖୋର୍ଦ୍ଧାରୁ 10 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ଜଣେ ଗିରଫ
ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ବନ୍ଧୁକ ଏବଂ ନଗଦ 12 ହଜାର ଟଙ୍କା ଜବତ କରିଛି । ଗିରଫ ଯୁବକ ଜଣକ ଜଟଣୀ ମୁଣ୍ଡିଆସାହି ଅଞ୍ଚଳର ଏସ.କେ ଫରିଦ ବୋଲି ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ