ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 1 ଗିରଫ - 1 arrest

ସତସଙ୍ଗ ବିହାରରେ ଅବକାରୀ ବିଭାଗ ଚଢ଼ାଉ କରି  13 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଜଣେ ଗିରଫ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

By

Published : Aug 5, 2019, 5:26 PM IST

ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ ସତସଙ୍ଗ ବିହାର ନିକଟସ୍ଥ ରାସ୍ତାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ ଅଧିକାରୀ । ସୋମବାର ଅବକାରୀ ବିଭାଗର ଚଢ଼ାଉ ଦ୍ବାରା 13 ଗ୍ରାମ ବ୍ରାଉନସୁଗାର ସହ ସ୍ଥାନୀୟ ହାଉସିଂବୋର୍ଡ କଲୋନୀର ମନୁଲି ବେହେରାକୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା


ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ତିରିଶ ହଜାର ଟଙ୍କା ହେବ ବୋଲି ପ୍ରକାଶ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details