ଓଡିଶା

odisha

ଜଟଣୀ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ

By

Published : Nov 9, 2020, 10:32 PM IST

ଜଟଣୀ ପୋଲିସ ସୋମବାର ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ତାନିକଟରୁ 11 ଗ୍ରାମର ବ୍ରାଉନସୁଗାର ଏବଂ ଗୋଟିଏ ମଟର ସାଇକେଲ ଜବତ କରିଛି । ଅଧିକ ପଢନ୍ତୁ...

ଜଟଣୀ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ
ଜଟଣୀ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ

ଖୋର୍ଦ୍ଧା: ଜଟଣୀ କମିଶନରେଟ ପୋଲିସ ଅଞ୍ଚଳରେ ବଢି ଚାଲିଛି ଧଳାଜହରର କାରବାର । ଏହି ବ୍ୟବସାୟ ଉପରେ କଡା ନଜର ରଖିଥିବା ଜଟଣୀ ପୋଲିସ ସୋମବାର ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ତାନିକଟରୁ 11 ଗ୍ରାମର ବ୍ରାଉନସୁଗାର ଏବଂ ଗୋଟିଏ ମଟର ସାଇକେଲ ଜବତ କରିଛି ।

ଜଟଣୀ ପୋଲିସ କବଜାରେ ବ୍ରାଉନସୁଗାର ବେପାରୀ

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ତୋଟାପଡା ଅଂଚଳରେ ଚଢ଼ାଉ କରି ଅଜୟ ବେହେରାକୁ ଗିରଫ କରିବା ସହ ବ୍ରାଉନସୁଗାର ଓ ମଟର ସାଇକେଲକୁ ଜବତ କରି ଅଜୟକୁ କୋର୍ଟ ଚାଲାଣ କରିଥିବା ଜଟଣୀ ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details