ଓଡିଶା

odisha

ETV Bharat / state

ଦଳେଇପୁଟରେ ପୁଣି ବୋମାମାଡ଼, ସିସିଟିଭିରେ କଏଦ ଅଭିଯୁକ୍ତର କାରନାମା

ଖୋର୍ଦ୍ଧା ଦଳେଇପୁଟରେ ପୁଣି ବୋମାମାଡ଼ । ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତର କାରନାମା । ଗତ 12 ତାରିଖରେ ଏହି ଘର ଉପରେ ହୋଇଥିଲା ବୋମାମାଡ । ଅଧିକ ପଢନ୍ତୁ....

bombing in khordha daleiput, police started investigation
ଦଳେଇପୁଟରେ ପୁଣି ବୋମାମାଡ଼, ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତର କାରନାମା

By

Published : Aug 18, 2020, 10:13 AM IST

ଖୋର୍ଦ୍ଧା: ଦଳେଇପୁଟରେ ପୁଣି ବୋମାମାଡ଼। ଦଳେଇପୁଟର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ବୋମା ମାଡ କରାଯାଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ଦୁଇଜଣ ଆସି ବୋମାମାଡ କରିଥିଲେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଦଳେଇପୁଟରେ ପୁଣି ବୋମାମାଡ଼, ସିସିଟିଭିରେ କଏଦ ହୋଇଛି ଅଭିଯୁକ୍ତର କାରନାମା

ଗତ 12 ତାରିଖରେ ମଧ୍ୟ ଏହି ଘର ଉପରେ ବୋମାମାଡ ହୋଇଥିଲା । ଏହି ଘଟଣାରେ ପୋଲିସ ପଡୋଶୀ ପ୍ରଦୀପ ବେହେରା ଓରଫ କାଳୁକୁ ଗିରଫ କରିଥିଲା । ତେବେ, ବୋମାମାଡ ପଛରେ ପୂର୍ବ ଶତ୍ରୃତା ନା ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details