ଖୋର୍ଦ୍ଧା: ଜଟଣୀ ମୁଣ୍ଡିଆସାହିରେ ଦୁର୍ବୃତ୍ତଙ୍କ ବୋମାମାଡ଼ । ଆଜି(ରବିବାର) ସନ୍ଧ୍ୟା ସମୟରେ ଜଟଣୀ ମୁଣ୍ତିଆସାହି ବାଳିକା ଉଚ୍ଚ ବିଦ୍ୟାଳୟ ଯିବା ରାସ୍ତାରେ ବୋମାମାଡ ହୋଇଥିବା ସୂଚନା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିନି ଜଣ ଦୁର୍ବୃତ୍ତ ଲଗାତାର ଛଅଟି ବୋମାମାଡ କରିଥିବା ଜଣାପଡ଼ିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଟଣୀରେ ବୋମାମାଡ଼ - jatani mundia sahi
ଜଟଣୀ ମୁଣ୍ଡିଆସାହିରେ ଦୁର୍ବୃତ୍ତଙ୍କ ବୋମାମାଡ଼ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତିନି ଜଣ ଦୁର୍ବୃତ୍ତ ଲଗାତାର ଛଅଟି ବୋମା ମାଡ କରିଥିବା ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତଙ୍କ ବୋମା ମାଡ଼
ବୋମା ମାଡରେ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ