ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବୋଲଗଡ଼ ବିଡ଼ିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ବଦନାମ କରିବା ପାଇଁ କିଛି ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି କରୁଛନ୍ତି ଭରପୁର ପ୍ରୟାସ । ଯାହାର ଠୋସ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ । ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ନିଶା ଖାଇବାକୁ ବାରଣ କରିବାରୁ ନିର୍ଵାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ଵାରା ବିଡ଼ିଓ ଷଡ଼ଯନ୍ତ୍ରର ଶିକାର ହେଉଥିବା ଶୁକ୍ରବାର ଇଟିଭି ଭାରତରେ ଖବର ପ୍ରସାରଣ ପରେ ଶନିବାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।
ଅଧିକ ପଢନ୍ତୁ...ସ୍ବାର୍ଥ ହାସଲ ପାଇଁ ମହିଳା ବିଡିଓଙ୍କୁ ମାନସିକ ନିର୍ଯାତନା