ଓଡିଶା

odisha

By

Published : Dec 23, 2020, 7:52 AM IST

ETV Bharat / state

ପଦଯାତ୍ରା କଲେ ନେତା, ଟ୍ରାଫିକ ସମସ୍ୟା ଭୋଗିଲେ ସାଧାରଣଜନତା

ବିଜେପିର ପଦଯାତ୍ରା ପାଇଁ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଲେ ଲୋକେ । 57 ନଂ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଅଟକିଲା ଶହଶହ ସଂଖ୍ୟାର ଗାଡି ମୋଟର ।

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା, ଉପୁଜିଲା ଟ୍ରାଫିକ ସମସ୍ୟା
ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା, ଉପୁଜିଲା ଟ୍ରାଫିକ ସମସ୍ୟା

ଖୋର୍ଦ୍ଧା: ନୟାଗଡ ନାବାଳିକାକୁ ନ୍ୟାୟ ଦାବିରେ ଦୁଇଦିନ ଧରି ପଦଯାତ୍ରା କରୁଥିବା ବିଜେପି ନେତା ଓ କର୍ମୀମାନେ ସାରୁଅ ଠାରୁ ବାହାରି ବେଗୁନିଆ ଦେଇ ପିଚୁକୁଳି ଠାରେ ପହଞ୍ଚିଛନ୍ତି । ସାରୁଅ ଠାରୁ ବାହାରିବା ପରେ 57ନଂ ଜାତୀୟ ରାଜପଥକୁ ଅବରୋଧ କରି ପଥପ୍ରାନ୍ତ ସଭା କରିଥିଲେ । ଏହାଦ୍ବାରା ଜାତୀୟ ରାଜପଥରେ ଯାତାୟତ କରୁଥିବା ଶହ ଶହ ସଂଖ୍ୟାରେ ଗାଡି ମଟର ଉଭୟ ପାର୍ଶ୍ବରେ ଅଟକି ରହିବା ସହ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖା ଦେଇଥିଲା ।

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା, ଉପୁଜିଲା ଟ୍ରାଫିକ ସମସ୍ୟା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details