ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ବିଜେପିର ରାସ୍ତାରୋକ - ବିଜେପି ରାସ୍ତାରୋକ

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଗୁରବାର ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ବେଗୁନିଆ ଠାରେ ରାସ୍ତାରୋକ କରିଛି ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ...

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାସ୍ତାରୋକ କଲା ବିଜେପି
ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାସ୍ତାରୋକ କଲା ବିଜେପି

By

Published : Jul 1, 2021, 2:15 PM IST

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାସ୍ତାରୋକ କଲା ବିଜେପି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଗୁରବାର ଖୋର୍ଦ୍ଧା-ବଲାଙ୍ଗୀର 57ନଂ ଜାତୀୟ ରାଜପଥର ବେଗୁନିଆ ଠାରେ ରାସ୍ତାରୋକ କରିଛି ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚା ।

ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାସ୍ତାରୋକ କଲା ବିଜେପି

ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଏହି ରାସ୍ତାରୋକ କରାଯାଇଛି । କୃଷକମାନଙ୍କ ଧାନ କିଣାରେ ଅନିୟମିତତା, ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଆଦି ଦାବି ନେଇ ରାସ୍ତାକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି କୃଷକ ମୋର୍ଚ୍ଚା ।

କଠିନ ପରିଶ୍ରମ କରି ଚାଷୀ ଉତ୍ପାଦନ କରିଥିବା ଫସଲକୁ କିପରି ମଣ୍ଡି ସାହାଯ୍ୟରେ ସରକାରଙ୍କୁ ବିକ୍ରି କରିବ ସେନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details