ଓଡିଶା

odisha

ETV Bharat / state

ଚିଲିକାରେ ବଢୁଛି ପକ୍ଷୀ ସଂଖ୍ୟା, ଆସିଛନ୍ତି 57 ହଜାର ପକ୍ଷୀ - ଖୋର୍ଦ୍ଧା ଖବର

ଚଳିତବର୍ଷ ଚିଲିକାକୁ 184 ପ୍ରଜାତିର ମୋଟ 11ଲକ୍ଷ 5ହଜାର 40 ପକ୍ଷୀ ଆସିଛନ୍ତି । ବିଶେଷ କରି ନଳବଣରେ ସର୍ବାଧିକ 4ଲକ୍ଷ 60 ହଜାର 308 ପକ୍ଷୀ ରହିଛନ୍ତି । ଅଧିକ ଖବର ପଢନ୍ତୁ...

chilika bird
ଚିଲିକାରେ ବଢୁଛି ପକ୍ଷୀ ସଂଖ୍ୟା, ଆସିଛନ୍ତି 57 ହଜାର ପକ୍ଷୀ

By

Published : Jan 6, 2020, 10:44 AM IST

ଖୋର୍ଦ୍ଧା: ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଚଳିତ ବର୍ଷର ପକ୍ଷୀ ଗଣନା ଶେଷ ହୋଇଛି । ଚଳିତବର୍ଷ ଚିଲିକାକୁ 184 ପ୍ରଜାତିର ମୋଟ 11ଲକ୍ଷ 5ହଜାର 40 ପକ୍ଷୀ ଆସିଛନ୍ତି । ବିଶେଷ କରି ନଳବଣରେ ସର୍ବାଧିକ 4ଲକ୍ଷ 60 ହଜାର 308 ପକ୍ଷୀ ରହିଛନ୍ତି ।

ଚିଲିକାରେ ବଢୁଛି ପକ୍ଷୀ ସଂଖ୍ୟା, ଆସିଛନ୍ତି 57 ହଜାର ପକ୍ଷୀ

ଏନେଇ ରବିବାର 21 ଟି ଟିମ କରାଯାଇ ଏହି ପକ୍ଷୀ ଗଣନା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ଗଣନା କାର୍ଯ୍ୟରେ ପକ୍ଷୀ ପ୍ରେମୀ, ସ୍ବେଚ୍ଛାସେବୀ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା 57 ହଜାର ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details