ଓଡିଶା

odisha

ETV Bharat / state

କାଇପଦରରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କା
କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କା

By

Published : Feb 19, 2021, 2:00 PM IST

Updated : Feb 19, 2021, 3:00 PM IST

13:50 February 19

କାଇପଦରରେ କାଉ ମଡକ, ବାର୍ଡ ଫ୍ଲୁ ଆଶଙ୍କା

ଖୋର୍ଦ୍ଧା: କାଇପଦରରେ ଦେଖାଯାଇଛି କାଉ ମଡକ। ଖୋର୍ଦ୍ଧା କାଇପଦର ଅଞ୍ଚଳରେ କାଉ ମଡକ ଦେଖି ବାର୍ଡ ଫ୍ଲୁ ଆଶଙ୍କାରେ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି ।  

ଗତ ଦୁଇତିନି ଦିନ ମଧ୍ୟରେ କାଇପଦରରେ 30ରୁ ଉର୍ଦ୍ଧ୍ବ ମୃତକାଉ ମରି ପଡିଥିବା ଦେଖାଯାଉଛି। ଲୋକମାନେ କାଉ ମରୁଥିବା ଦେଖି ବାର୍ଡ ଫ୍ଲୁ ଆଶଙ୍କା କରି ଭୟଭୀତ ଅଛନ୍ତି ।  

ଅନ୍ୟପଟେ କାଉ ମଡକ ଖବର ପାଇ ଖୋର୍ଦ୍ଧା ପ୍ରାଣୀ ଚିକିତ୍ସାଳୟ ଡାକ୍ତରୀ ଟିମ ପହଞ୍ଚି ମୃତ କାଉମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 19, 2021, 3:00 PM IST

ABOUT THE AUTHOR

...view details