ଖୋର୍ଦ୍ଧା: କୋରୋନା ମହାମାରୀ ପାଇଁ ଖୋର୍ଦ୍ଧାରେ ଲକଡାଉନ । ଗରିବ ଖଟିଖିଆ ଏହା ଦ୍ୱାରା ବେଶ ପ୍ରଭାବିତ ହେଉଛନ୍ତି । କିନ୍ତୁ ଏହି ସମୟରେ କାମ ନପାଇ କିଛି ଯୁବକ ଏବେ ଜାମୁକୋଳି ବିକି ନିଜ ଗୁଜୁରାଣ ମେଣ୍ଟାଉଥିବା ଦେଖିବାକୁ ମିଳିଛି ।
ଲକଡାଉନରେ ରୋଜଗାର ଯୋଗାଇଛି ଜାମୁକୋଳି - berry
ଏକ ଘଟଣା ଦେଖିବାକୁ ମିଳିଛି ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥର ଗୋବିନ୍ଦପୁର ଛକରେ । ଜଙ୍ଗଲରୁ ଜାମୁକୋଳି ସଂଗ୍ରହ କରି ରାସ୍ତାରେ ବିକି ଭଲ ଦୁଇପଇସା ରୋଜଗାର କରୁଥିବା କହିଛନ୍ତି ବ୍ୟବସାୟୀ ।
ଲକଡାଉନରେ ରୋଜଗାର ଯୋଗାଇଛି ଜାମୁକୋଳି
ଏକ ଘଟଣା ଦେଖିବାକୁ ମିଳିଛି ବାଘମାରି କଣ୍ଟିଲୋ ରାଜ୍ୟ ରାଜପଥର ଗୋବିନ୍ଦପୁର ଛକରେ । ଜଙ୍ଗଲରୁ ଜାମୁକୋଳି ସଂଗ୍ରହ କରି ରାସ୍ତାରେ ବିକି ଭଲ ଦୁଇପଇସା ରୋଜଗାର କରୁଥିବା କହିଛନ୍ତି । ସେହିଭଳି ଏହି କୋଳିର ବହୁ ଔଷଧୀୟ ଗୁଣ ରହିଥିବାରୁ ଲୋକମାନେ ଏହାକୁ ଖାଇବାକୁ ବେଶ ପସନ୍ଦ କରୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jul 30, 2020, 7:23 PM IST