ଓଡିଶା

odisha

ETV Bharat / state

ଜୁଆ ଆଡ୍ଡାରେ ଚଢ଼ାଉ: 4 ଜୁଆଡି ଗିରଫ, ନଗଦ ଟଙ୍କା ସମେତ ତାସ ଜବତ - ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ ଜୁଆ ଆଡ୍ଡା ଚଢାଉ

ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ କଲା ବେଗୁନିଆ ପୋଲିସ । ଘଟଣାସ୍ଥଳରୁ 4 ଜୁଆଡି ଗିରଫ ।

begunia-police-raid-on-gambling
ଜୁଆ ଆଡ୍ଡାରେ ପୋଲସର ଚଢ଼ାଉ, 4 ଜୁଆଡି ଗିରଫ

By

Published : Dec 15, 2019, 1:58 PM IST

ଖୋର୍ଦ୍ଧା: ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଉପରେ ଚଢାଉ କଲା ବେଗୁନିଆ ପୋଲିସ । ଧଳାପଥର ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ପୋଲିସ ବିଶ୍ବସ୍ତ ସୂଚନା ପାଇଁ ଚଢାଉ କରିଥିଲା । ଘଟଣାସ୍ଥଳରୁ 4 ଜୁଆଡିଙ୍କୁ ଗିରଫ କରାଯାଇଛି ।

ଜୁଆ ଆଡ୍ଡାରେ ପୋଲସର ଚଢ଼ାଉ, 4 ଜୁଆଡି ଗିରଫ


ଏହାସହ ସେମାନଙ୍କ ଠାରୁ ତାସ, ଜରିପାଲ, ନଗଦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଜୁଆଡ଼ିମାନେ ହେଲେ ଧ୍ରୁବ ଚରଣ ସାହୁ, ଦୁନା ଶଙ୍କର ମୂର୍ତ୍ତି, ବିଶ୍ବନାଥ ସ୍ବାଇଁ ଏବଂ ଯୋଗିନାଥ ସାମନ୍ତରାୟ । ପୋଲିସ ତଦନ୍ତ ପରେ ଗିରଫଦାରୀଙ୍କୁ କୋର୍ଟ ଚାଲାଣ କରିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details