ଓଡିଶା

odisha

ETV Bharat / state

ବସନ୍ତ ପଞ୍ଚମୀ ମହୋତ୍ସବ: ପପୁଙ୍କ କମେଡିରେ ମତୁଆଲା ଦର୍ଶକ - khurdha news

ମଲିପଦର ଗ୍ରାମରେ ଆୟୋଜିତ ବସନ୍ତପଞ୍ଚମୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।

basant pamchami mahotchav in khurdha
ବସନ୍ତ ପଞ୍ଚମୀ ମହୋତ୍ସବ: ପପୁଙ୍କ କମେଡିରେ ମତୁଆଲା ଦର୍ଶକ

By

Published : Feb 1, 2020, 10:26 AM IST

ଖୋର୍ଦ୍ଧା: ମଲିପଦର ଗ୍ରାମରେ ଆୟୋଜିତ ବସନ୍ତପଞ୍ଚମୀ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଗୋଟିପୁଅ, ଓଡିଶୀ, ମଡର୍ଣ୍ଣ ଡ୍ୟାନ୍ସର ମଜା ଦର୍ଶକ ନେଇଛନ୍ତି । ଏହାସହ ଉଦଯାପନୀ ଉତ୍ସବର ବିଶେଷ ଆକର୍ଷଣ ସାଜିଥିଲେ କମେଡି କିଙ୍ଗ ପପୁ ପମପମ । ତାଙ୍କ କମେଡିରେ ହସି ହସି ବେଦମ ହୋଇଥିଲେ ଦର୍ଶକ । ଏହି ମହୋତ୍ସବକୁ ପ୍ରଥମ ଥର ଆସି ବେଶ ମଜା ନେଇଥିବା ପପୁ କହିଛନ୍ତି ।

ବସନ୍ତ ପଞ୍ଚମୀ ମହୋତ୍ସବ: ପପୁଙ୍କ କମେଡିରେ ମତୁଆଲା ଦର୍ଶକ

ଆମ ସଂସ୍କୃତି ଓ ପରମ୍ପରା ଅନନ୍ୟ । ସେଥିପାଇଁ ଆମେ ପାଳୁ ବାର ମାସରେ ତେର ପର୍ବ । ସେଇ ପର୍ବ ଭିତରେ ବସନ୍ତ ପଞ୍ଚମୀ ଅନ୍ୟତମ । ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମଲିପଦର ଗ୍ରାମରେ ଏହି ପର୍ବ ଆୟୋଜିତ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details