ଓଡିଶା

odisha

ETV Bharat / state

ସପ୍ତାହେ ପାଇଁ ବାଣପୁର ମେଡିକାଲ ସଟଡାଉନ - banapur hospital shut down

୭ ଦିନ ପାଇଁ ସଟଡାଉନ ବାଣପୁର ମେଡିକାଲ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୨ରୁ ଅଧିକ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ମେଡିକାଲକୁ ବନ୍ଦ କରିଥିବା ସୂଚନା । ଅଧିକ ପଢନ୍ତୁ.....

banapur hospital short down for 7 days
୭ ଦିନ ପାଇଁ ସଟଡାଉନ ବାଣପୁର ମେଡିକାଲ

By

Published : Sep 11, 2020, 1:21 PM IST

ଖୋର୍ଦ୍ଧା:କୋରୋନା ମହାମାରୀ ବାଣପୁର ବ୍ଲକ ଓ ଏନଏସି ଅଞ୍ଚଳରେ କାୟା ବିସ୍ତାର କରୁଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପାଖାପାଖି ୧୨ରୁ ଅଧିକ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୭ ଦିନ ପାଇଁ ସଟଡାଉନ ବାଣପୁର ମେଡିକାଲ

ଫଳରେ ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରର ଓପିଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । କେବଳ ଜରୁରୀ କାଳୀନ ସେବା ଚାଲୁ ରହିବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details