ଖୋର୍ଦ୍ଧା: ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଖୋର୍ଦ୍ଧା ଅଟ୍ରି ସ୍ଥିତ ବାବା ହଟ୍ଟକେଶ୍ବରଙ୍କ ମକର ମେଳା। ବାବା ହଟ୍ଟକେଶ୍ବର ହେଉଛନ୍ତି ଏକାଦଶ ରୁଦ୍ର ଅଧିକାରୀ । ସେଥିପାଇଁ ଏହି ପୀଠରେ ଗୋଟିଏ ସ୍ଥାନରେ ଏଗାରଟି ଲିଙ୍ଗ ପୂଜା ପାଉଛନ୍ତି। ସେହିପରି ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ଉଷ୍ମ ପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ।
ମକର ସଂକ୍ରାନ୍ତିରେ ନିଆରା ପରମ୍ପରା: ଛୁଆ ପାଇଁ ଗୁଆ ଖୋଜିଲେ ମହିଳା - ବାବା ହାଟ୍ଟକେଶ୍ବରଙ୍କ ମକର ମେଳା
ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଖୋର୍ଦ୍ଧା ଅଟ୍ରି ସ୍ଥିତ ବାବା ହଟ୍ଟକେଶ୍ବରଙ୍କ ମକର ମେଳା। ମକର ସଂକ୍ରାନ୍ତିରେ ମାନସିକଧାରୀ ନିଃସନ୍ତାନ ମହିଳାମାନେ ଉଷ୍ମ ପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ
କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ
କୋଭିଡ କଟକଣାରେ ଛୁଆ ପାଇଁ ଗୁଆ ଖୋଜିଲେ ଅପୁତ୍ରିକ ନାରୀ
ଗତକାଲି(ବୁଧବାର) ରାତିରେ ହାଟ୍ଟକେଶ୍ବରଙ୍କର ସମସ୍ତ ନିତିକାନ୍ତି ସରିବା ପରେ ଆଜି ରାତି ଚାରିଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ଓ ମାନସିକ କୁଣ୍ଡରୁ ଗୁଆଖୋଜା ନୀତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ସୃଙ୍ଖଳିତ ଭାବରେ ଧାଡିରେ କୋଭିଡ ନିୟମ ମାନି ଦର୍ଶନ କରିଥିଲେ । ଚଳିତ ବର୍ଷ କୋରୋନା କଟକଣା ଭିତରେ ମକର ମେଳା ଅନୁଷ୍ଠିତ ହେଉଛି । ସେହିପରି ପ୍ରତିକାତ୍ମକ ଭାବରେ ମାତ୍ର ଗୋଟିଏ ଦିନ ମହୋତ୍ସବ ଓ ମେଳା ଅନୁଷ୍ଠିତ ହେବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ