ଓଡିଶା

odisha

By

Published : May 1, 2020, 9:58 PM IST

Updated : May 2, 2020, 11:30 AM IST

ETV Bharat / state

ଘରକୁ ଫେରିବା ବେଳେ ବଜ୍ରାଘାତରେ ବୃଦ୍ଧ ମୃତ

ଖୋର୍ଦ୍ଧାର ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳିଛଳ ଗ୍ରାମରେ ବଜ୍ରପାତ । ଗାଁର ସୁଦର୍ଶନ ମୁଦୁଲି (୬୦) ନାମକ ଜଣେ ବୃଦ୍ଧଙ୍କର ଏଥିରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଘରକୁ ଫେରିବା ବେଳେ ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ
ଘରକୁ ଫେରିବା ବେଳେ ବଜ୍ରାଘାତରେ ବୃଦ୍ଧ ମୃତ

ଖୋର୍ଦ୍ଧା: ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି । ଖୋର୍ଦ୍ଧା ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳିଛଳ ଗ୍ରାମରେ ବଜ୍ରପାତ ହୋଇଛି । ଏଥିରେ ଗାଁର ସୁଦର୍ଶନ ମୁଦୁଲି (୬୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ଘରକୁ ଫେରିବା ବେଳେ ବଜ୍ରାଘାତରେ ବୃଦ୍ଧ ମୃତ

ସୂଚନାନୁସାରେ ପୂର୍ବାହ୍ନରେ ଫସଲ ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ସୁଦର୍ଶନ । ଗାଁ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 2, 2020, 11:30 AM IST

ABOUT THE AUTHOR

...view details