ଓଡିଶା

odisha

ETV Bharat / state

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅର ଗିରଫ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ । ଘଟଣାରେ ସମ୍ପର୍କୀୟ ଦିଅରଙ୍କୁ ଗିରଫ କରିଛି ଟାଙ୍ଗି ପୋଲିସ । ଅଧିକ ପଢନ୍ତୁ...

By

Published : Aug 9, 2020, 7:57 PM IST

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ସମ୍ପର୍କୀୟ ଦିଅର ଗିରଫ
ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ସମ୍ପର୍କୀୟ ଦିଅର ଗିରଫ

ଖୋର୍ଦ୍ଧା: ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସମ୍ପର୍କୀୟ ଦିଅରଙ୍କୁ ଗିରଫ କରିଛି ଟାଙ୍ଗି ପୋଲିସ ।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ସମ୍ପର୍କୀୟ ଦିଅର ଗିରଫ

ସୂଚନା ଅନୁଯାୟୀ ଟାଙ୍ଗି ଥାନା ମାନସିଂପୁର ଗ୍ରାମର ବିଶୁ ବେହେରା ସେହି ଗ୍ରାମର ଜଣେ ମହିଳାଙ୍କ ସହ ଏଭଳି କାଣ୍ଡ କରିଛନ୍ତି । ସ୍ବାମୀ ଜଣକ ପ୍ରାୟ ସମୟ ଘରେ ରହୁନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପରେ ମହିଳା ଜଣକ ଏସମ୍ପର୍କରେ ନିଜ ସ୍ବାମୀଙ୍କୁ ଜଣାଇବା ପରେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଟାଙ୍ଗି ପୋଲିସ ଅଭିଯୁକ୍ତ ଦିଅରର ଡାକ୍ତରୀ ମାଇନା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details