ଓଡିଶା

odisha

ETV Bharat / state

LIC ଘରୋଇକରଣକୁ ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ବିରୋଧ - All India Insurance Employees Association oppose

LICରେ IPO ଜରିଆରେ ଘରୋଇକରଣ କରିବାକୁ ପଥପରିଷ୍କାର କରୁଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ଉପସଭାପତି କେ. ବେଣୁଗୋପାଳ(All India Insurance Employees' Association vice president K. Venugopala) । ଅଧିକ ପଢନ୍ତୁ

LICର ଘରୋଇକରଣକୁ ବିରୋଧ
LICର ଘରୋଇକରଣକୁ ବିରୋଧ

By

Published : Dec 26, 2021, 4:22 PM IST

ଖୋର୍ଦ୍ଧା: କେନ୍ଦ୍ର ସରକାର LICକୁ ବରବାଦ କରିବା ପାଇଁ ଲାଗିଛନ୍ତି । ସେଥିପାଇଁ LICରେ IPO ଜରିଆରେ ଘରୋଇକରଣ କରିବାକୁ ପଥପରିଷ୍କାର କରୁଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ଉପସଭାପତି କେ. ବେଣୁଗୋପାଳ(All India Insurance Employees' Association vice president K. Venugopala) ।

ଏହା ବିରୋଧରେ ଆସନ୍ତା ଫେବୃଆରୀ 23 ଏବଂ 24 ତାରିଖରେ ହେବାକୁ ଥିବା ଶ୍ରମିକ ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତି ଜଣାଇଛନ୍ତି । ସେହିପରି ଏହି IPO, ଦେଶ ଓ ଜନ ବିରୋଧୀ ବୋଲି ସେ ଆଜି(ରବିବାର) ଖୋର୍ଦ୍ଧାରେ ସର୍ବଭାରତୀୟ ବୀମା କର୍ମଚାରୀ ସଂଘର ବାର୍ଷିକ ଉତ୍ସବରେ ଯୋଗ ଦେଇ ନିଜର ମତ ରଖିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details