ଭୁବନେଶ୍ବର:ଚାକିରି ଦେବା ନାଁରେ ଠକେଇ ମାମଲା । ଇଡି ଅଫିସରେ ହାଜର ହେଲେ ଆକାଶ ପାଠକ । ଆଜି ସମନ ପାଇଁ ହୋଇଥିଲା ନୋଟିସ୍ ।
EDରେ ଆକାଶ ପାଠକ, ଠକେଇ ମାମଲାର ଖୋଜାପଡିଛି ଆର୍ଥିକ କାରବାର - ଚାକିରି ଦେବା ନାଁରେ ଠକେଇ ମାମଲା
ଇଡି ଅଫିସରେ ହାଜର ହେଲେ ଆକାଶ ପାଠକ । ଚାକିରି ଦେବା ନାଁରେ ଠକେଇ ମାମଲାରେ ହାଜର ପାଇଁ ସମନ କରିଥିଲା ଇଡି ।
ଆକାଶ ପାଠକ
ଟାଟା ମୋଟର୍ସର ଏମଡି ପରିଚୟ ଦେଇ ବହୁ ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଠକିଥିଲେ ଆକାଶ । ତାଙ୍କ ବାପା ଅଭୟକାନ୍ତ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିଲେ । ଠକେଇ ଟଙ୍କାରେ ବିଳାସମୟ ଜୀବନ ଯାପନର ଖିଅ ଖୋଜୁଛି ଇଡି । ହାଜର ହେବା ପରେ ଇଡି ଅଧିକାରି ପଚରାଉଚରା ଜାରି ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର