ଖୋର୍ଦ୍ଧା: ଜେଲ ଭିତରେ ବେଆଇନ ନିଶା କାରବାର ଓ ବେପାର ହେଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଜେଲ ଭିତରେ ଯାଞ୍ଚ କରିଛନ୍ତି ।
ଖୋର୍ଦ୍ଧା ଉପକାରାଗାରରେ ପ୍ରଶାସନର ଚଢ଼ାଉ, ମାଦକ ଦ୍ରବ୍ୟ ଓ ମୋବାଇଲ ଚାର୍ଜର ଜବତ - ମାଦକ ଦ୍ରବ୍ୟ ଓ ମୋବାଇଲ ଚାର୍ଜର ଜବତ
ଜେଲ ଭିତରେ ବେଆଇନ ନିଶା କାରବାର ହେଉଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଜେଲ ଭିତରେ ଯାଞ୍ଚ କରିଛନ୍ତି । ଅଧିକ ପଢନ୍ତୁ...
ଖୋର୍ଦ୍ଧା ଉପକାରାଗାରରେ ପ୍ରଶାସନର ଚଢ଼ାଉ, ମାଦକ ଦ୍ରବ୍ୟ ଓ ମୋବାଇଲ ଚାର୍ଜର ଜବତ
ଖୋର୍ଦ୍ଧା ଉପକାରାଗାରରେ ପ୍ରଶାସନର ଚଢ଼ାଉ, ମାଦକ ଦ୍ରବ୍ୟ ଓ ମୋବାଇଲ ଚାର୍ଜର ଜବତ
ଯାଞ୍ଚ ସମୟରେ ଜେଲ ଭିତରୁ ବିଡି, ସିଗାରେଟ, ଖଇନି, ଗୁଟଖା ଓ ମୋବାଇଲ ଚାର୍ଜର ଜବତ କରିଛନ୍ତି ଉପଜିଲ୍ଲାପାଳ । ସେହିପରି ଭାଇରାଲ ହୋଇଥିବା ଭିଡ଼ିଓଟି ପୁରୁଣା ହୋଇଥିବା ଉପଜିଲ୍ଲାପାଳ କହିବା ସହ ଜେଲ ଉପରେ ନିଜର ରଖାଯିବା ନେଇ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ